ସାମ୍ବାଦିକଙ୍କ ଉପରେ ପୁଲିସ ଅତ୍ୟାଚାର ଘଟଣା : ଖୋର୍ଦ୍ଧାରେ ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ

ଖୋର୍ଦ୍ଧା : ନୀଳଗିରିରେ ସମ୍ବାଦ ଓ କନକ ଟିଭିର ପ୍ରତିନିଧି ଲୋକନାଥ ଦଳାଇଙ୍କୁ ନୀଳଗିରି ଥାନା ଅଧିକାରୀ ଏକ ମାମଲାରେ ଆକ୍ରୋଶମୂଳକ ଭାବେ ଗିରଫ କରିବା ସହ ଥାନାକୁ ଆଣି ନିର୍ଯାତନା ଦେବା ଓ ଅସୁସ୍ଥ ସାମ୍ବାଦିକଙ୍କୁ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ପ୍ରତିବାଦ କରି ଆଜି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବୈଦ୍ୟୁତିକ, ୱେବ୍ ଓ ସମ୍ବାଦପତ୍ରର ସାମ୍ବାଦିକମାନେ କଳାବ୍ୟାଜ୍ ପିନ୍ଧିବା ସହ ବିକ୍ଷୋଭ ପ୍ରଦର୍ଶନ … Continue reading ସାମ୍ବାଦିକଙ୍କ ଉପରେ ପୁଲିସ ଅତ୍ୟାଚାର ଘଟଣା : ଖୋର୍ଦ୍ଧାରେ ସାମ୍ବାଦିକଙ୍କ କଳାବ୍ୟାଜ୍ ପରିଧାନ